ଶୁକ୍ରବାର, ଅଗଷ୍ଟ 02, 2024  
  ପ୍ରିୟ ମାଇଁଗଭ୍‌ ସାଥୀ,
  MyGovର କିଛି ନୂଆ ବିଶେଷାଂଶ ଦେଖନ୍ତୁ
 
 
English Hindi Punjabi Bangla
Marathi Gujarati Tamil Kannada
 
line
 
ମାଇଁଗଭ୍
 
     
  ଦ ବଜେଟ୍ ଗେମ୍ ଚେଞ୍ଜର୍ସ  
     
  ଗେମ୍ ଚେଞ୍ଜର୍ ବଜେଟ  
     
  2024-25 କେନ୍ଦ୍ରୀୟ ବଜେଟର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ଜାଣନ୍ତୁ ଯାହା ଭାରତୀୟ ଅର୍ଥନୀତିକୁ ଆକାର ଦେବ  
     
  ଭିଜିଟ୍ କରନ୍ତୁ  
     
     
 
MANAS - ନ୍ୟାସନାଲ ନାର୍କୋଟିକ୍‌ ହେଲ୍ପଲାଇନ୍‌ ପ୍ଲାଟଫର୍ମ
     
  MANAS (ନ୍ୟାସନାଲ୍ ନାର୍କୋଟିକ୍ସ ହେଲ୍ପ ଲାଇନ୍ ପ୍ଲାଟଫର୍ମ)  
     
  ଆସନ୍ତୁ ସମସ୍ତେ ମିଶି ନିଶାମୁକ୍ତ ଭାରତ ଗଠନ କରିବା! ଆଗେଇ ଆସନ୍ତୁ ଏବଂ ଡ୍ରଗ୍‌ ସମ୍ବନ୍ଧୀୟ ଯେକୌଣସି ସୂଚନା ସେୟାର୍‌ କରନ୍ତୁ  
     
  ବର୍ତ୍ତମାନ ଭିଜିଟ୍‌ କରନ୍ତୁ  
     
     
 
3 ନୂଆ ଅପରାଧିକ ଆଇନ
     
  3 ନୂତନ ଅପରାଧିକ ଆଇନ  
     
  ନୂତନ ଆଇନ ସଂସ୍କାର ସମ୍ପର୍କରେ ଆପଣ ଯାହା ସବୁ ଜାଣିବା ଆବଶ୍ୟକ  
     
  ଏଠାରେ ପଢନ୍ତୁ  
     
     
 
କରନ୍ତୁ
  କାର୍ଯ୍ୟକଳାପ  
 
  ଗଳ୍ପ ରଚନା ପ୍ରତିଯୋଗିତା  
     
  ଯଦି ଆପଣ ହୃଦୟରୁ ଜଣେ କାହାଣୀକାର ଅଟନ୍ତି, ତେବେ NCW ର ଅରୁଣିମା ପତ୍ରିକା ପାଇଁ ଏକ କାହାଣୀ ଲେଖନ୍ତୁ  
     
  ବର୍ତ୍ତମାନ ଭାଗ ନିଅନ୍ତୁ  
     
କରନ୍ତୁ
 
  ପ୍ରବନ୍ଧ ରଚନା ପ୍ରତିଯୋଗିତା  
     
  ଆପଣଙ୍କ କଥା ସଶକ୍ତିକରଣର ଉତ୍ସ ହୋଇପାରେ। NCWର ଅରୁଣିମା ମାଗାଜିନ୍ ପାଇଁ ଏକ ପ୍ରବନ୍ଧ ଲେଖନ୍ତୁ  
     
  ବର୍ତ୍ତମାନ ଭାଗ ନିଅନ୍ତୁ  
     
କରନ୍ତୁ
 
  କବିତା ରଚନା ପ୍ରତିଯୋଗିତା  
     
  NCWର ଅରୁଣିମା ମାଗାଜିନ୍ ପାଇଁ ଏକ କବିତା ମାଧ୍ୟମରେ ନିଜର ଭାବନାକୁ ପ୍ରକାଶ କରନ୍ତୁ  
     
  ବର୍ତ୍ତମାନ ଭାଗ ନିଅନ୍ତୁ  
     
କରନ୍ତୁ
 
  ଲୋଗୋ ପ୍ରତିଯୋଗିତା  
     
  ଏଗ୍ରୀଟେକ୍‌ ଇନୋଭେଶନ୍‌ର ନୂତନତ୍ୱକୁ ପରିଭାଷିତ କରନ୍ତୁ। iAEX (ଏଗ୍ରୀଟେକ୍‌ ଏକ୍ସକେଲେଟର) ପାଇଁ ଏକ ଲୋଗୋ ଡିଜାଇନ କରନ୍ତୁ  
     
  ବର୍ତ୍ତମାନ ଭାଗ ନିଅନ୍ତୁ  
     
କରନ୍ତୁ
 
  ସ୍ଲୋଗାନ୍ ଚ୍ୟାଲେଞ୍ଜ୍  
     
  ସ୍ୱଚ୍ଛ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ କିଛି ଆକର୍ଷଣୀୟ ଶବ୍ଦ ଅଛି କି? ଆଣ୍ଟି ଡୋପିଂ ସ୍ଲୋଗାନ ଚ୍ୟାଲେଞ୍ଜରେ ଭାଗ ନିଅନ୍ତୁ  
     
  ବର୍ତ୍ତମାନ ଭାଗ ନିଅନ୍ତୁ  
     
କରନ୍ତୁ
 
 
ଇନୋଭେଟ୍
  ଇନୋଭେଟ୍  
 
  ଲିମ୍ଫାଟିକ ଫାଇଲେରିଆସିସ୍ (ଗୋଦର ଗୋଡ଼) ଉପରେ ପୋଷ୍ଟର ମେକିଂ ଓ ସ୍ଲୋଗାନ ଲିଖନ ପ୍ରତିଯୋଗିତା  
     
  ନିଜର କଳାତ୍ମକ ପ୍ରତିଭା ଓ ଜ୍ଞାନ ପ୍ରଦର୍ଶିତ କରି ଏକ ପୋଷ୍ଟର ଓ ସ୍ଲୋଗାନ ରଚନା କରନ୍ତୁ ଯାହା ଲିମ୍ଫାଟିକ ଫାଇଲେରିଆସିସ୍‌ ବିଷୟରେ ସଚେତନତା ପ୍ରସାର କରିବ  
     
  ବର୍ତ୍ତମାନ ଭାଗ ନିଅନ୍ତୁ  
     
କରନ୍ତୁ
 
  ଟ୍ୟାପ୍ ଜଳ- ସୁରକ୍ଷିତ ଜଳ: ସଚେତନତା ଚ୍ୟାଲେଞ୍ଜ  
     
  ଆସନ୍ତୁ ସମସ୍ତେ ମିଳିମିଶି ପ୍ରତ୍ୟେକ ବୁନ୍ଦାର ଗୁଣବତ୍ତା ସୁନିଶ୍ଚିତ କରିବା। ପ୍ରତି ଆଞ୍ଜୁଳା ଜଳର ସୁରକ୍ଷାକୁ ପ୍ରୋତ୍ସାହନ ଦେବାରେ ସାହାଯ୍ୟ କରିବା ।  
     
  ବର୍ତ୍ତମାନ ଭାଗ ନିଅନ୍ତୁ  
     
କରନ୍ତୁ
 
  ସୁପ୍ରିମକୋର୍ଟ ହ୍ୟାକାଥନ 2024  
     
  ଆପଣଙ୍କ ଚିନ୍ତାଧାରାକୁ ଫଳପ୍ରଦ ସମାଧାନରେ ପରିଣତ କରନ୍ତୁ ଏବଂ ଆପଣଙ୍କ ନବୋନ୍ମେଷକୁ ପ୍ରଦର୍ଶିତ କରନ୍ତୁ  
     
  ବର୍ତ୍ତମାନ ଭାଗ ନିଅନ୍ତୁ  
     
କରନ୍ତୁ
 
 
କୁଇଜ୍
  କୁଇଜ୍  
 
  ଶୂନ୍ୟ - ଜିରୋ ପ୍ରଦୂଷଣ ମୋବିଲିଟି ଜୁଲାଇ 2024  
     
  ଶୂନ୍ୟ - ଜିରୋ ପଲ୍ୟୁସନ ମୋବିଲିଟି କୁଇଜ୍ ସହିତ ଆପଣଙ୍କର ଗ୍ରୀନ୍ IQ ପରୀକ୍ଷା କରନ୍ତୁ  
     
  କୁଇଜ୍‌ରେ ଭାଗ ନିଅନ୍ତୁ  
     
କରନ୍ତୁ
 
  ପରିଶୋଧ ଅକ୍ଷମତା ଏବଂ ଦେବାଳିଆପଣ ସଂହିତା, 2016 ଉପରେ 5ମ ଜାତୀୟ ଅନଲାଇନ କୁଇଜ୍  
     
  ଭାରତର ସବୁଠାରୁ ଗଭୀର ଅର୍ଥନୈତିକ ସଂସ୍କାର ବିଷୟରେ ଆପଣଙ୍କ ଜ୍ଞାନକୁ ବୃଦ୍ଧି କରନ୍ତୁ !  
     
  କୁଇଜ୍‌ରେ ଭାଗ ନିଅନ୍ତୁ  
     
କରନ୍ତୁ
 
  ଭାରତୀୟ ନ୍ୟାୟ ସଂହିତା 2023  
     
  ନ୍ୟାୟର ନିୟମ ବିଷୟରେ ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ  
     
  କୁଇଜ୍‌ରେ ଭାଗ ନିଅନ୍ତୁ  
     
କରନ୍ତୁ
 
  ବିତ୍ତିୟଜ୍ଞାନ ମେଳା 2024  
     
  ସୁଚିନ୍ତିତ ନିଷ୍ପତ୍ତି ନେବା ପାଇଁ ନିଜର ଆର୍ଥିକ ଦକ୍ଷତା ବୃଦ୍ଧି କରନ୍ତୁ  
     
  କୁଇଜ୍‌ରେ ଭାଗ ନିଅନ୍ତୁ  
     
କରନ୍ତୁ
 
  ପ୍ରୋସେସଡ୍ ଫୁଡ୍ ଉପରେ କୁଇଜ୍  
     
  ପ୍ରୋସେସଡ୍ ଫୁଡ୍‌ ଉପରେ କିଛି ଆକର୍ଷଣୀୟ ଅନ୍ତର୍ଦୃଷ୍ଟି ଲାଭ କରନ୍ତୁ  
     
  କୁଇଜ୍‌ରେ ଭାଗ ନିଅନ୍ତୁ  
     
କରନ୍ତୁ
 
  ପର୍ବତାରୋହଣ ଉପରେ ପ୍ରଥମ ଜାତୀୟ ଅନଲାଇନ୍ କୁଇଜ୍  
     
  ପର୍ବତାରୋହଣ ଉପରେ କୁଇଜ୍ ସହିତ ଦୁଃସାହସିକ କାର୍ଯ୍ୟର ନୂତନ ଉଚ୍ଚତା ପ୍ରାପ୍ତ କରନ୍ତୁ  
     
  କୁଇଜ୍‌ରେ ଭାଗ ନିଅନ୍ତୁ  
     
କରନ୍ତୁ
 
 
ସଂକଳ୍ପ
  ସଂକଳ୍ପ  
 
  'ହର୍‌ ଘର ଜଲ ସଂକଳ୍ପ'  
     
  ଜଳ ସମ୍ପଦର ସୁଚିନ୍ତିତ ବ୍ୟବହାରକୁ ଗ୍ରହଣ କରିବା ପାଇଁ ଶପଥ ନିଅନ୍ତୁ  
     
  ସଂକଳ୍ପ ନିଅନ୍ତୁ  
     
କରନ୍ତୁ
 
  ଯୌତୁକ ବିରୋଧୀ ସଙ୍କଳ୍ପ  
     
  ଆସନ୍ତୁ ସମସ୍ତେ ମିଶି ଯୌତୁକ ପ୍ରଥାକୁ ଦୃଢ଼ତାର ସହ ବିରୋଧ କରିବା  
     
  ସଂକଳ୍ପ ନିଅନ୍ତୁ  
     
କରନ୍ତୁ
 
 
ଆଲୋଚନା
  ଆଲୋଚନା  
 
  MSMED ଆଇନ 2006
ସଂଶୋଧନ ଉପରେ ଆଲୋଚନା
 
     
  ଆପଣଙ୍କ ମତାମତ ଦ୍ୱାରା ସେହି ପରିବର୍ତ୍ତନ ଆଣନ୍ତୁ ଯାହା ଆପଣ ପରିକଳ୍ପନା କରୁଛନ୍ତି  
     
  ବର୍ତ୍ତମାନ ଭାଗ ନିଅନ୍ତୁ  
     
କରନ୍ତୁ
 
  DIGIPINର BETA ସଂସ୍କରଣ ଉପରେ ଆଲୋଚନା  
     
  ଡିଜିଟାଲ ପରିବର୍ତ୍ତନ ଦିଗରେ ନୂତନ ପଦକ୍ଷେପ ଉପରେ ଆପଣଙ୍କ ମତାମତ ଦିଅନ୍ତୁ  
     
  ବର୍ତ୍ତମାନ ଭାଗ ନିଅନ୍ତୁ  
     
କରନ୍ତୁ
 
 
ସର୍ବେକ୍ଷଣ
  ସର୍ବେକ୍ଷଣ  
 
  ସରକାରୀ ସେବା ପାଇଁ ନାଗରିକ ସର୍ବେକ୍ଷଣ  
     
  ସରକାରୀ ସେବାକୁ ବୃଦ୍ଧି କରିବାରେ ସାହାଯ୍ୟ କରିବା ପାଇଁ ଆପଣଙ୍କ ମତାମତ ଦିଅନ୍ତୁ  
     
  ସର୍ବେକ୍ଷଣରେ ଭାଗ ନିଅନ୍ତୁ  
     
କରନ୍ତୁ
 
 
ବିଜେତା ଘୋଷଣା
  ବିଜେତା ଘୋଷଣା  
 
  ପଞ୍ଚ ପ୍ରାଣ ଅନୁଭବ ରିଲ୍ ପ୍ରତିଯୋଗିତା  
     
  ବର୍ତ୍ତମାନ ଦେଖନ୍ତୁ  
     
କରନ୍ତୁ
 
  ପଞ୍ଚ ପ୍ରାଣ ରଙ୍ଗୋତ୍ସବ ପୋଷ୍ଟର ପ୍ରତିଯୋଗିତା  
     
  ବର୍ତ୍ତମାନ ଦେଖନ୍ତୁ  
     
କରନ୍ତୁ
 
  ସମ୍ୱିଧାନ କୁଇଜ୍  
     
  ବର୍ତ୍ତମାନ ଦେଖନ୍ତୁ  
     
କରନ୍ତୁ
 
  ଖଦି ମହୋତ୍ସବ ଷ୍ଟ୍ରିଟ୍ ପ୍ଲେ ପ୍ରତିଯୋଗିତା  
     
  ବର୍ତ୍ତମାନ ଦେଖନ୍ତୁ  
     
କରନ୍ତୁ
 
 
ଭିଡ଼ିଓ
  ଭିଡ଼ିଓ  
 
 
      ଭିଡ଼ିଓ  
  ଦେଖନ୍ତୁ କିଭଳି ଗତ ଦଶନ୍ଧି ମଧ୍ୟରେ ନାଗରିକଙ୍କ ସହ ସରକାରଙ୍କ ଯୋଗାଯୋଗ ମାଧ୍ୟମକୁ ମାଇଁଗଭ୍‌ କିପରି ପରିବର୍ତ୍ତନ କରିଛି ।    
       
  ବର୍ତ୍ତମାନ ଦେଖନ୍ତୁ    
       
      ଭିଡ଼ିଓ  
  ଦେଖନ୍ତୁ କିପରି ଅଗ୍ନିପଥ ମିଶନ ଆମ ସଶସ୍ତ୍ର ବାହିନୀ ଏବଂ ଯୁବକମାନଙ୍କୁ ଅଧିକ ସଶକ୍ତ କରୁଛି    
       
  ବର୍ତ୍ତମାନ ଦେଖନ୍ତୁ    
       
       
 
 
 
 
 
 
ମାଇଁଗଭ୍ ଆପ୍ ଡାଉନଲୋଡ୍ କରନ୍ତୁ
 
 
 
ଆମକୁ ଫଲୋ କରନ୍ତୁ
 
ମାଇଁଗଭ୍ Twitter ମାଇଁଗଭ୍ Facebook MyGovIndia MyGovIndia MyGovIndia MyGovIndia MyGovIndia