|
ପ୍ରିୟ ସାଥୀ, |
MyGovର ସାମ୍ପ୍ରତିକ କିଛି ବିଶେଷ ବିଶେଷ ଅଂଶ ଦେଖନ୍ତୁ
|
ଶୁକ୍ରବାର, ଫେବୃଆରୀ 02, 2024 |
|
|
 |
|
|
|
|
|
ଅନ୍ତରୀଣ ବଜେଟ୍ ୨୦୨୪-୨୫
|
ଦୂରଦର୍ଶୀ ସଂସ୍କାରଠାରୁ ଆରମ୍ଭ କରି ଅଭିବୃଦ୍ଧି ରଣନୀତି ପର୍ଯ୍ୟନ୍ତ, ମୁଖ୍ୟ ବିନ୍ଦୁଗୁଡ଼ିକ ଉପରେ ନଜର ପକାନ୍ତୁ।
|
|
ଅଧିକ ଜାଣନ୍ତୁ |
|
|
|
|
|
|
|
ଉଦ୍ୟାନ ଉତ୍ସବ 2024 |
ପୁଷ୍ପର ଅପରୂପ ସୌନ୍ଦର୍ଯ୍ୟରେ ନିଜକୁ ଅଭିଭୂତ କରନ୍ତୁ, ଅମୃତ ଉଦ୍ୟାନ ରାଷ୍ଟ୍ରପତି ଭବନଠାରେ I 2 ଫେବୃଆରୀ - 31 ମାର୍ଚ୍ଚ I ସକାଳ 10ଟା - ସନ୍ଧ୍ୟା 5ଟା |
|
ଅଧିକ ଜାଣନ୍ତୁ |
|
|
|
|
|
|
|
|
ହମାରା ସମ୍ବିଧାନ ହମାରା ସମ୍ମାନ |
ସମ୍ବିଧାନ କୁଇଜ୍ ଠାରୁ ଆରମ୍ଭ କରି ପଞ୍ଚ ପ୍ରାଣ ପ୍ରତିଜ୍ଞା ସଂକଳ୍ପ ଏବଂ ଆହୁରି ଅନେକ କିଛି ମାଧ୍ୟମରେ ବିକଶିତ ଭାରତକୁ ଗଢ଼ି ତୋଳିବାରେ ନିଜର ଭୂମିକା ନିର୍ବାହ କରନ୍ତୁ |
|
|
ଅଭିଯାନରେ ସାମିଲ ହୁଅନ୍ତୁ |
|
|
|
|
|
|
|
ଶକ୍ତି ସଂରକ୍ଷଣ |
ଶକ୍ତି ସଂରକ୍ଷଣର ବାର୍ତ୍ତା ପ୍ରସାରିତ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ପରିବର୍ତ୍ତନ ଆଣିବାରେ ସହାୟକ ହୁଅନ୍ତୁ |
|
ବର୍ତ୍ତମାନ ଭାଗ ନିଅନ୍ତୁ |
|
|
|
|
ଯଦି ଆପଣ ବିଜେତା ହୋଇଥା'ନ୍ତି, ତେବେ ଆବଶ୍ୟକୀୟ ବିବରଣୀ ପୂରଣ କରିବା ପାଇଁ ନିଜର ମାଇଁଗଭ୍ ପ୍ରୋଫାଇଲକୁ ଅପଡେଟ୍ କରନ୍ତୁ।
|
|
|
|
|
|
|
|
କାର୍ଯ୍ୟକଳାପ
|
|
ସେଲ୍ଫି ପ୍ରତିଯୋଗିତା |
|
ନିଜର ସେଲ୍ଫି ବ୍ୟବହାର କରି ସ୍ଥାୟୀ ଫ୍ୟାସନ ପାଇଁ ନିଜକୁ ବିଶ୍ୱସ୍ତରରେ ଉପସ୍ଥାପିତ କରନ୍ତୁ |
|
|
ବର୍ତ୍ତମାନ ଭାଗ ନିଅନ୍ତୁ |
|
|
|
|
|
|
|
ପଥପ୍ରାନ୍ତ ନାଟକ ପ୍ରତିଯୋଗିତା |
|
ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଇବର ଅପରାଧ ଓ ସାଇବର ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରନ୍ତୁ |
|
|
ବର୍ତ୍ତମାନ ଭାଗ ନିଅନ୍ତୁ |
|
|
ଡୁଡଲ୍ ପ୍ରତିଯୋଗିତା |
|
ଶକ୍ତି ସଂରକ୍ଷଣର ପ୍ରଚାର ପ୍ରସାର ପାଇଁ ଏକ ଅର୍ଥପୂର୍ଣ୍ଣ ଡୁଡଲ୍ ପ୍ରସ୍ତୁତ କରନ୍ତୁ |
|
|
ବର୍ତ୍ତମାନ ଭାଗ ନିଅନ୍ତୁ |
|
|
|
|
|
|
|
|
|
 |
|
ଇନୋଭେଟ୍ |
|
ନାଗରିକଙ୍କ ଅଭିଯୋଗ ସମାଧାନ ପାଇଁ ଅନଲାଇନ୍ ହାକାଥନ୍ |
|
ଡାଟା-ଚାଳିତ କୌଶଳ ମାଧ୍ୟମରେ ନାଗରିକ ଅଭିଯୋଗର ସମାଧାନ ପାଇଁ ଭବିଷ୍ୟତର ସମାଧାନଗୁଡ଼ିକୁ ଆକାର ଦିଅନ୍ତୁ |
|
|
ବର୍ତ୍ତମାନ ଭାଗ ନିଅନ୍ତୁ |
|
|
|
ଦାୟିତ୍ୱପୂର୍ଣ୍ଣ Al ଉପରେ ଆଗ୍ରହ ପ୍ରକାଶ ପାଇଁ ଆହ୍ୱାନ
|
|
ଉପକରଣ ଏବଂ ଫ୍ରେମୱାର୍କ ନିର୍ମାଣ ପାଇଁ ଦାୟିତ୍ୱବାନ Al ଥିମ୍ ଉପରେ ପ୍ରସ୍ତାବ ଦାଖଲ କରିବାକୁ ସମସ୍ତ ସଙ୍ଗଠନକୁ ଆହ୍ୱାନ
|
|
|
ବର୍ତ୍ତମାନ ଭାଗ ନିଅନ୍ତୁ |
|
|
|
|
|
କୁଇଜ୍ |
|
ହର୍ ଘର୍ ଜଲ୍ |
|
ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ ସମ୍ବନ୍ଧୀୟ ଆପଣଙ୍କ ଜ୍ଞାନ ବୃଦ୍ଧି କରନ୍ତୁ
|
|
|
କୁଇଜ୍ରେ ଭାଗ ନିଅନ୍ତୁ |
|
|
|
|
|
ଭାରତ ଟେକ୍ସ୍ - ମହା ଟେକ୍ସଟାଇଲ୍ |
|
ଭାରତୀୟ ବୟନଶିଳ୍ପର ବିବିଧତା ଉପରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ |
|
|
କୁଇଜ୍ରେ ଭାଗ ନିଅନ୍ତୁ |
|
|
|
|
|
|
 |
|
ସଂକଳ୍ପ |
|
ହର୍ ଘର୍ ଜଲ୍ |
|
'ପ୍ରତ୍ୟେକ ବୁନ୍ଦା ଗୁରୁତ୍ୱପୂର୍ଣ୍ଣ'
ଏହି ଆନ୍ଦୋଳନରେ ସାମିଲ ହୁଅନ୍ତୁ! |
|
|
ସଂକଳ୍ପ ନିଅନ୍ତୁ |
|
|
ସଡ଼କ ସୁରକ୍ଷା |
|
ଆପଣଙ୍କ ପ୍ରତିଶ୍ରୁତି, ଆମର ସୁରକ୍ଷା- ଆସନ୍ତୁ ଏକାଠି ମିଶି ପରିବର୍ତ୍ତନ ଆଣିବା |
|
|
ସଂକଳ୍ପ ନିଅନ୍ତୁ |
|
|
|
|
|
|
|
|
|
|
|
ଭିଡିଓ |
|
|
|
PPC 2024: ପ୍ରଧାନମନ୍ତ୍ରୀ ମୋଦି ଯୁବ ଶିକ୍ଷାର୍ଥୀଙ୍କ ପାଇଁ ବହୁ ମୂଲ୍ୟବାନ ଶିକ୍ଷଣୀୟ କଥା କହିଛନ୍ତି |
|
|
ଏଠାରେ ଦେଖନ୍ତୁ |
|
|
|
|
|
|
|
|
|
|
|
ମାଇଁଗଭ୍ ଆପ୍ ଡାଉନଲୋଡ୍ କରନ୍ତୁ |
|
 |
|
|
ଆମକୁ ଫଲୋ କରନ୍ତୁ |
|
 |
|
|
|
|
|